ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଦୁଇ ଉଚ୍ଛୃଙ୍ଖଳ ଯାତ୍ରୀ ଗିରଫ

ମୁମ୍ବାଇ: ବୁଧବାର ଦିନ ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ସହଯାତ୍ରୀ ଏବଂ ବିମାନ ପରିଚାରକମାନଙ୍କୁ ଗାଳିଗୁଲଜ କରି ଉଚ୍ଛୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଦୁଇଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ଉପସାଗରୀୟ ରାଷ୍ଟ୍ରରେ କାମ କରି ବର୍ଷେ ପରେ ଫେରୁଥିବା ସେ ଦୁଇଜଣ ଯାତ୍ରୀ ଟିକସ-ମୁକ୍ତ ଦୋକାନରୁ ମଦ କିଣିଥିଲେ। ବିମାନରେ ବସି ସେମାନେ ଉକ୍ତ ମଦ ପିଇ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ। ସହଯାତ୍ରୀମାନେ … Continue reading ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନରେ ମଦ୍ୟପାନ କରି ଯାତ୍ରୀଙ୍କୁ ଗାଳିଗୁଲଜ କରିଥିବା ଦୁଇ ଉଚ୍ଛୃଙ୍ଖଳ ଯାତ୍ରୀ ଗିରଫ